ଅଧିଦଇବତ Adhidaibata

  • ଦେ. ପଦ୍ୟ. ବି. (ସଂ. ଅଧି ଦୈବତ) — ଅଧିଦୈବ (ଦେଖ) — Adhidāība (See)
  • ଦେ. ପଦ୍ୟ. ବିଣ — ଅଧିଦୈବତ (ଦେଖ) — Adhidāībata (See)
  • ଦେ. ପଦ୍ୟ. ବିଣ — ଦେବତାସମ୍ବନ୍ଧୀୟ; ଐଶ୍ୱରିକ — Divine
  • ଦେ. ପଦ୍ୟ. ବିଣ — ସବୁ କଥାକୁ କରଇ ଯେହୁ ଉଦଯୋଗ / ଅଟଇ ଜାଣ ସେ ଅଧିଦଇବତ ମାର୍ଗ। ପୀତାମ୍ବର, ନୃସିଂହପୁରାଣ।