ଅଧିତ୍ୟକା Adhityakā

  • ସଂ. ବି. (ଅଧି=ଉପରେ+ତ୍ୟକନ୍; 1 ମା. 1 ବ.) — ପର୍ବତର ଉପରେ ବା ଉଚ୍ଚଦେଶରେ ଥିବା ବିସ୍ତୀର୍ଣ୍ଣ ସମତଳ ଭୂଖଣ୍ଡ — Plateau; table land
  • ସଂ. ବି. (ଅଧି=ଉପରେ+ତ୍ୟକନ୍; 1 ମା. 1 ବ.) — ଅତ୍ୱୁଚ୍ଚ ଭୂମି — Very high land