ଅଧିଦନ୍ତ Adhidanta

  • ସଂ. ବି. (ଅଧି+ଦନ୍ତ) — ଅଧିକା ଦାନ୍ତ; ବାହାଡ଼ା ଦାନ୍ତ — Redundant tooth growing on another
  • ସଂ. ବି. (ଅଧି+ଦନ୍ତ) — ହାତୀ ଦାନ୍ତ — Tusk of an Elephant