ଅଜାଜୀବ Ajājība

  • ସଂ. ବି. (ବହୁବ୍ରୀହି; ଅଜା+ଆଜୀବ) — ଛାଗୋପଜୀବୀ; ଛେଳିଆ — A dealer in goats
  • ସଂ. ବି. (ବହୁବ୍ରୀହି; ଅଜା+ଆଜୀବ) — ଛେଳି ରଖୁଆଳ — A goat-herd