ଅଜାଜୀ Ajājī

  • ସଂ. ବି. (ଅଜ୍ ଧାତୁ+ଅ+ଈ; ନିପାତନ) — କଳାଜୀରା — Black cumin seed
  • ସଂ. ବି. (ଅଜ୍ ଧାତୁ+ଅ+ଈ; ନିପାତନ) — ସଫେଦ ଜୀରା — White cumin seed