ଅଜାଗେ Ajāge

  • ଦେ. କ୍ରି. ବିଣ — ଅଜ୍ଞାତରେ; ଅଜାଣତରେ — Unknowingly; unwillingly
  • ଦେ. କ୍ରି. ବିଣ — ପୁଣି ଅଙ୍ଗନା ଚୁମ୍ବିଲା ଅଜାଗେ। ଶିଶୁଶଙ୍କର—ଉଷା ଅଭିଳାଷ 8।18 । — ପୁଣି ଅଙ୍ଗନା ଚୁମ୍ବିଲା ଅଜାଗେ ଶିଶୁଶଙ୍କର—ଉଷା ଅଭିଳାଷ818
  • ଦେ. କ୍ରି. ବିଣ — ଅସାବଧାନ ଅବସ୍ଥାରେ — During a state of unwatchfulness
  • ଦେ. କ୍ରି. ବିଣ — ମତ୍ତେ ଭିଡ଼ିଲି ଅଜାଗେ ବସିଥିଲା ସ୍ୱଚ୍ଛେ ପଛେ ଭିଡ଼ିଲା କେମନ୍ତେ। ଭଞ୍ଜ—ପ୍ରେମସୁଧାନିଧି 11।15 । — ମତ୍ତେ ଭିଡ଼ିଲି ଅଜାଗେ ବସିଥିଲା ସ୍ୱଚ୍ଛେ ପଛେ ଭିଡ଼ିଲା କେମନ୍ତେ ଭଞ୍ଜ—ପ୍ରେମସୁଧାନିଧି1115