ଅଜାଘ୍ରାତ Ajāghrāta
- ସଂ. ବି. (ଅଜା+ଆଘ୍ରାତ; ଛେଳିଦ୍ୱାରା ଶୁଙ୍ଘା ଯାଇଥିବା) — ପ୍ରାୟଶ୍ଚିତ୍ତ ବିଶେଷ — A kind of purificatory expiation
- ସଂ. ବି. (ଅଜା+ଆଘ୍ରାତ; ଛେଳିଦ୍ୱାରା ଶୁଙ୍ଘା ଯାଇଥିବା) — [ଦ୍ର—ରଜସ୍ୱଳା ସ୍ତ୍ରୀ ଚଣ୍ଡାଳ ବା ସ୍ୱପାକକୁ ଛୁଇଁଲେ ଏହି ପ୍ରାୟଶ୍ଚିତ୍ତ କରି ଶୁଦ୍ଧି ଲାଭ କରେ। ଉକ୍ତ ସ୍ତ୍ରୀର ଦେହକୁ ଗୋଟିଏ ଛେଳିଦ୍ୱାରା ଶୁଙ୍ଘାଇବା ଏ ପ୍ରାୟଶ୍ଚିତ୍ତର ଗୋଟିଏ ଅଙ୍ଗ ଅଟେ।]