ଅଜାଡ଼ବସ୍ତ Ajāṟḍ̠abasta
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ଅପବ୍ୟୟିତ; ଉଜାଡ଼ବସ୍ତ — Squandered; wasted
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ଅସ୍ତବ୍ୟସ୍ତ; ବିନଷ୍ଟ — Destroyed; laid waste
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ବଗୁଲିଆ; ଦୁଷ୍ଟ — Wicked; wanton
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ଅତ୍ୟାଚାରୀ; ହୁରୁଜୁରିଆ — Predatory; oppressive
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ଗୋଳମାଳିଆ — Confused
- ଦେ. ବିଣ. (ସଂ. ଉତ୍ସର୍ଜନ ଓ ବ୍ୟସ୍ତ) — ଗୋଳମାଳପ୍ରିୟ — Noisy
- ଦେ. ବି. — ଅପବ୍ୟୟ — Squandering; waste
- ଦେ. ବି. — ଅତ୍ୟାଚାର; ହୁରୁଜୁର — Depredation