ଅଜାଗୁରୁ Ajāguru

  • ଦେ. ବି. (ସଂ. ଆର୍ଯ୍ୟ ଓ ଗୁରୁ) — ଆପଣାର ଗୁରୁଙ୍କର ଗୁରୁ — The preceptor of one's preceptor
  • ଦେ. ବି. (ସଂ. ଆର୍ଯ୍ୟ ଓ ଗୁରୁ) — ଆମ୍ଭର ଯେ ଅଜାଗୁରୁ ପୁଣ ତୁମ୍ଭେ ହୁଅ। ପ୍ରାଚୀ—ଶ୍ରୀଗୁରୁଭକ୍ତି ଗୀତା।