ଅଙ୍ଗରୁହ Aṅgaruha
- ସଂ. ବି. (ଅଙ୍ଗ+ରୁହ ଧାତୁ=ଜାତ ହେବା+କର୍ତ୍ତୃ. ଅ, ଯାହା ଅଙ୍ଗରୁ ଜନ୍ମେ) — କେଶ; ବାଳ — Hair
- ସଂ. ବି. (ଅଙ୍ଗ+ରୁହ ଧାତୁ=ଜାତ ହେବା+କର୍ତ୍ତୃ. ଅ, ଯାହା ଅଙ୍ଗରୁ ଜନ୍ମେ) — ଲୋମ — Fur; down
- ସଂ. ବି. (ଅଙ୍ଗ+ରୁହ ଧାତୁ=ଜାତ ହେବା+କର୍ତ୍ତୃ. ଅ, ଯାହା ଅଙ୍ଗରୁ ଜନ୍ମେ) — ପଶମ — Wool
- ସଂ. ବି. (ଅଙ୍ଗ+ରୁହ ଧାତୁ=ଜାତ ହେବା+କର୍ତ୍ତୃ. ଅ, ଯାହା ଅଙ୍ଗରୁ ଜନ୍ମେ) — ପକ୍ଷ — Wing