ଅଙ୍ଗରାଗ Aṅgarāga
- ସଂ. ବି. (ଅଙ୍ଗ+ରଞ୍ଜ ଧାତୁ+ଭାବ. ଅ) — ଅଙ୍ଗରଞ୍ଜନ (ଦେଖ) — Aṅgaran̄jana (See)
- ସଂ. ବି. (ଅଙ୍ଗ+ରଞ୍ଜ ଧାତୁ+ଭାବ. ଅ) — (ଅଙ୍ଗ+ରଞ୍ଜ ଧାତୁ+କରଣ. ଅ) — ଦେହର ଶୋଭା ବୃଦ୍ଧ୍ୟର୍ଥ ଦେହରେ ବୋଳାଯିବା ବସ୍ତୁ (ଯଥା—ହଳଦୀ, ଚନ୍ଦନ, କସ୍ତୁରୀ, ପାଉଡ଼ର)— Toilet preparations; cosmetics and scents for the body