ଅଙ୍ଗରକ୍ଷୀ Aṅgarakshī

  • ସଂ. ବି. ପୁଂ. (ଅଙ୍ଗ+ରକ୍ଷ ଧାତୁ+ଇନ୍; 1 ମା. 1 ବ) — ରାଜା ଆଦିଙ୍କ ଶରୀରକୁ ଜଗିବା ଭୃତ୍ୟ ବା ସିପାହୀ — A bodyguard or a great personage