ଅଙ୍ଗରଞ୍ଜନ Aṅgaran̄jana

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ରଞ୍ଜନ) — ପ୍ରସାଧନ; ଦେହସଜ୍ଜା; ବେଶ ହେବା; ଦେହର ଶୋଭାବୃଦ୍ଧି କରିବା ପାଇଁ ଦେହରେ କୁଙ୍କୁମ, ହଳଦୀ, ପାଉଡ଼ର, ସିନ୍ଦୂର, କଜ୍ଜ୍ୱଳ ଆଦି ଲଗାଇବା — Toilet
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ରଞ୍ଜନ) — (ବହୁବ୍ରୀହି) ଦେହସଜ୍ଜାର ଉପକରଣ (ଯଥା—ହଳଦୀ, ଚନ୍ଦନ, କୁଙ୍କୁମ, ପାଉଡ଼ର); ଅଙ୍ଗରାଗ — A toilet preparation