ଅଙ୍ଗରେ ନିଭେଇବା Aṅgare nibheibā

  • ଦେ. କ୍ରି — ଅଙ୍ଗେ ନିଭେଇବା (ଦେଖ) — Aṅga nibheibā (See)
  • ଦେ. କ୍ରି — ଭଲା ତୁମ୍ଭେମାନେ ତ ଅଙ୍ଗରେ ନିଭେଇଚ ବଣସବୁ କଟକଣା ହେବାରୁ ଦାନ୍ତକାଠିଟା କାଟିବା କଷ୍ଟ। ରାମଶଙ୍କର—କାଞ୍ଚନମାଳୀ 4 । 1 । — ଭଲା ତୁମ୍ଭେମାନେ ତ ଅଙ୍ଗରେ ନିଭେଇଚ ବଣସବୁ କଟକଣା ହେବାରୁ ଦାନ୍ତକାଠିଟା କାଟିବା କଷ୍ଟ ରାମଶଙ୍କର—କାଞ୍ଚନମାଳୀ41