ଅଙ୍ଗରଖା Aṅgarakhā

  • ଦେ. ବି. (ସଂ. ଅଙ୍ଗରକ୍ଷକ) — କୁରୁତା — Coat
  • ଦେ. ବି. (ସଂ. ଅଙ୍ଗରକ୍ଷକ) — ହାତ ନ ଥିବା ଓ ଅଣ୍ଟାପର୍ଯ୍ୟନ୍ତ ଲମ୍ବିଥିବା କୁରୁତା; ଛୋଟ ଜାକେଟ୍ — Sleeveless small jacket