ଅଙ୍ଗଲଗା Aṅgalagā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ଅଙ୍ଗ+ଲଗ୍ନ) — ଅଙ୍ଗସେବାକାରୀ (ଦାସଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ) — Personal (servant) rendering personal service to the master
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ଅଙ୍ଗ+ଲଗ୍ନ) — (ସ୍ତ୍ରୀ) ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି — (a maid servant) treated as a concubine