ଅଙ୍ଗଲତା Aṅgalatā

  • ସଂ. ବି. (ରୂପକ କର୍ମଧା; ଅଙ୍ଗ+ଲତା; ଲତା ପରି ସରୁ ଓ ସୁନ୍ଦର ଅଙ୍ଗ) — ସୁକୁମାର ବା କମନୀୟ ଶରୀର — Delicate limbs
  • ସଂ. ବି. (ରୂପକ କର୍ମଧା; ଅଙ୍ଗ+ଲତା; ଲତା ପରି ସରୁ ଓ ସୁନ୍ଦର ଅଙ୍ଗ) — କମ୍ପଇ ଅଙ୍ଗଲତା ବେଗେ ସାଧ୍ୱସେ। ରାଧାନାଥ, ମେଘଦୂତ।