ଅଙ୍ଗନା Aṅganā

  • ସଂ. ବି. ସ୍ତ୍ରୀ. (ଅଙ୍ଗ+ପ୍ରଶଂସାର୍ଥେ. ନ+ସ୍ତ୍ରୀ. ଆ) — ସ୍ତ୍ରୀ; ନାରୀ — Any woman; a female
  • ସଂ. ବି. ସ୍ତ୍ରୀ. (ଅଙ୍ଗ+ପ୍ରଶଂସାର୍ଥେ. ନ+ସ୍ତ୍ରୀ. ଆ) — ସୁନ୍ଦରଅଙ୍ଗବିଶିଷ୍ଟା ସ୍ତ୍ରୀ — A woman with graceful limbs
  • ସଂ. ବି. ସ୍ତ୍ରୀ. (ଅଙ୍ଗ+ପ୍ରଶଂସାର୍ଥେ. ନ+ସ୍ତ୍ରୀ. ଆ) — ଉତ୍ତର ଦିଗର ହସ୍ତିନୀ — Name of the female elephant guarding the North
  • ସଂ. ବି. ସ୍ତ୍ରୀ. (ଅଙ୍ଗ+ପ୍ରଶଂସାର୍ଥେ. ନ+ସ୍ତ୍ରୀ. ଆ) — (ଜ୍ୟୋତିଷ) କନ୍ୟା ରାଶି — (astronomy) Virgo; one of the twelve zodiacal signs