ଅଙ୍ଗନ Aṅgana

  • ସଂ. ବି. (ଅଙ୍ଗ+ପ୍ରଶସ୍ତାର୍ଥେ ନ; ଯାହାର ପ୍ରଶସ୍ତ ଅଙ୍ଗ ଅଛି ଅଙ୍ଗ ଧାତୁ+ଅଧିକରଣେ ଅନ) — ଅଗଣା; ଗୃହଚତ୍ୱର — Courtyard
  • ସଂ. ବି. (ଅଙ୍ଗ+ପ୍ରଶସ୍ତାର୍ଥେ ନ; ଯାହାର ପ୍ରଶସ୍ତ ଅଙ୍ଗ ଅଛି ଅଙ୍ଗ ଧାତୁ+ଅଧିକରଣେ ଅନ) — କ୍ଷେତ୍ର — Area
  • ସଂ. ବି. (ଅଙ୍ଗ+ପ୍ରଶସ୍ତାର୍ଥେ ନ; ଯାହାର ପ୍ରଶସ୍ତ ଅଙ୍ଗ ଅଛି ଅଙ୍ଗ ଧାତୁ+ଅଧିକରଣେ ଅନ) — (ଅଙ୍ଗ ଧାତୁ+ଭାବ. ଅନ) ଭ୍ରମଣ — Act of walking (M.W.)