ଅଙ୍ଗପ୍ରତ୍ୟଙ୍ଗ Aṅgapratyaṅga
- ସଂ. ବି. (ଦ୍ୱନ୍ଦ୍ୱ; ଅଙ୍ଗ+ପ୍ରତ୍ୟଙ୍ଗ) — ଅଙ୍ଗ ଓ ପ୍ରତ୍ୟଙ୍ଗ; ଦେହର ଅଙ୍ଗ ଓ ଅଙ୍ଗଶାଖାଗଣ — All the members or limbs of the body; the main and the minor members of the body
- ସଂ. ବି. (ଦ୍ୱନ୍ଦ୍ୱ; ଅଙ୍ଗ+ପ୍ରତ୍ୟଙ୍ଗ) — ସର୍ବାଙ୍ଗ; ଶରୀରର ସମସ୍ତ ଅଂଶ — The whole of the body
- ସଂ. ବି. (ଦ୍ୱନ୍ଦ୍ୱ; ଅଙ୍ଗ+ପ୍ରତ୍ୟଙ୍ଗ) — [ଦ୍ର—ଶରୀରର ହସ୍ତପଦାଦିକୁ ଅଙ୍ଗ ବୋଲାଯାଏ ଓ ଅଙ୍ଗର ଶାଖାକୁ (ଯଥା—ଅଙ୍ଗୁଳି) ପ୍ରତ୍ୟଙ୍ଗ ବୋଲାଯାଏ।]