ଅଙ୍ଗନାପ୍ରିୟ Aṅganāpriya

  • ସଂ. ବି. ( 6 ଷ୍ଠୀ ତତ୍; ସ୍ତ୍ରୀମାନେ ବଳା ପିନ୍ଧିଥିବା ଗୋଡ଼ରେ ଗୋଇଠା ମାଇଲେ ଅଶୋକ ବୃକ୍ଷ ଫୁଲ ଫୁଟିବାର କବିପ୍ରସିଦ୍ଧ ଥିବାରୁ) — ଅଶୋକ ବୃକ୍ଷ — The tree Janesia Asoca