ଅଙ୍ଗତ୍ର Aṅgatra

  • ସଂ. ବି. (ଅଙ୍ଗ+ତ୍ରୈ ଧାତୁ; ରକ୍ଷା କରିବା+କର୍ତ୍ତୃ. ଅ=ଅଙ୍ଗକୁ ଯାହା ରକ୍ଷା କରେ) — ଅଙ୍ଗରକ୍ଷକ; ବର୍ମ; ସାଞ୍ଜୁ — Coat of mail
  • ସଂ. ବି. (ଅଙ୍ଗ+ତ୍ରୈ ଧାତୁ; ରକ୍ଷା କରିବା+କର୍ତ୍ତୃ. ଅ=ଅଙ୍ଗକୁ ଯାହା ରକ୍ଷା କରେ) — ଅଙ୍ଗରଖା; କୁରୁତା — Coat