ଅଙ୍ଗତ୍ରାଣ Aṅtrāṇa

  • ସଂ. ବି. (ଅଙ୍ଗ+ତ୍ରୈ ଧାତୁ+କର୍ତ୍ତୃ. ଅନ) — ଅଙ୍ଗତ୍ର (ଦେଖ) — Aṅgatra (See)
  • ସଂ. ବି. (ଅଙ୍ଗ+ତ୍ରୈ ଧାତୁ+କର୍ତ୍ତୃ. ଅନ) — ବ୍ୟାଘ୍ରଚର୍ମ—ଅଙ୍ଗତ୍ରାଣେ ସର୍ବାଙ୍ଗ ଆବରି। ରାଧାନାଥ, ମହାଯାତ୍ରା।