ଅଙ୍କଛଡ଼ା Aṅkachhaṟḍ̠ā

  • ଦେ. ବିଣ. — କୋଳରୁ ଅଲଗା; କୋଳ ଛଡ଼ା — Separated from one's lap
  • ଦେ. ବିଣ. — ଯାହାକୁ ଜଣକ କ୍ରୋଡ଼ରୁ ଛଡ଼ାଇ ନିଆଯାଇଥାଏ — Wrested from one's bosom
  • ଦେ. ବିଣ. — ସଙ୍ଗଛଡ଼ା; ସଙ୍ଗରୁ ଅନ୍ତରିତ — Separated from one's society
  • ଦେ. ବିଣ. — ଅଙ୍କଛଡ଼ା ହେଲେ ରଙ୍କ ପ୍ରାଏ ରାଏ ଝୁରୁଥିଲେ ମୋର ପାଇଁ। ରାଧାନାଥ—ପାର୍ବତୀ।