ଅଙ୍କକାର Aṅkakāra

  • ସଂ. ବି. ପୁଂ. (ଅଙ୍କ+କୃ ଧାତୁ+କର୍ତ୍ତୃ. ଅ) — ଯୁଦ୍ଧ ବା ବାଜୀରେ ହାରଜିତ ନିର୍ଣ୍ଣୟ କରିବା ବ୍ୟକ୍ତି (ହିନ୍ଦିଶବ୍ଦସାଗର) — An umpire in a fight or a game