ଅଙ୍କଗ Aṅkaga

  • ସଂ. ବିଣ. ପୁଂ. (ଅଙ୍କ+ଗମ ଧାତୁ+କର୍ତ୍ତୃ. ଅ) — ପିତାମାତା ବା ପ୍ରେମିକଙ୍କ କ୍ରୋଡ଼ ଆଶ୍ରୟ କରିବା (ଶିଶୁ ବା ପ୍ରେମିକା) — Going to or occupying the lap or bosom of a parent or one's lover (Said of a child or a lover)