ଅଙ୍କ ଗଣନା Aṅkagaṇanā

  • ସଂ. ବି. ( 6 ଷ୍ଠୀ ତତ୍) — ଏକ ସଂଖ୍ୟାଠାରୁ ପରବର୍ତ୍ତୀ ସଂଖ୍ୟା— ମାନଙ୍କର ଗଣତି — The counting of the numbers from one upwards
  • ଦେ. ବି. — ପୁରୀର ଗଜପତିଙ୍କ ରାଜତ୍ୱ ବର୍ଷର ସଂଖ୍ୟା ଗଣନା
  • ଦେ. ବି. — [ଏଥିର ବିଶିଷ୍ଟ ପଦ୍ଧତି ଅଛି।]
  • ଦେ. ବି. — ଯଥା— 1 ମ ବର୍ଷ= 2 ଅଙ୍କ, 2 ୟ ବର୍ଷ= 3 ଅଙ୍କ, ଏହିପରି 3 । 4 । 5 ; 7 ଠାରୁ 15 , 15 ପରେ 17 । 18 । 19 ; 19 ପରେ 21।22।23।24।25 ; 25 ପରେ 27।28।29 ; 29 ପରେ 31।32।33।34।35 ; 35 ପରେ 37।38।39 ; ଗଣନା କରା ଯାଏ।] — ଯଥା—1ମ ବର୍ଷ=2ଅଙ୍କ,2ୟ ବର୍ଷ=3ଅଙ୍କ, ଏହିପରି345;7ଠାରୁ15,15ପରେ171819;19ପରେ2122232425;25ପରେ272829;29ପରେ3132333435;35ପରେ373839; ଗଣନା କରା ଯାଏ]