ଅଙ୍କଗଣିତ Aṅkagaṇita
- ସଂ. ବି. — (ମଧ୍ୟପଦଲୋପୀ କର୍ମଧା; ଅଙ୍କଘଟିତ ଗଣିତ) ଯେଉଁ ଶାସ୍ତ୍ରଦ୍ୱାରା ଅଙ୍କ ବା ସଂଖ୍ୟାବିଷୟକ ଜ୍ଞାନ ଲାଭ ହୁଏ; ପାଟଗଣିତ — Arithmetic
- ସଂ. ବି. — ( 6 ଷ୍ଠୀ ତତ୍) 1, 2, 3 ଆଦି ସଂଖ୍ୟାର ଗଣନା ବା ହିସାବ — (6ଷ୍ଠୀ ତତ୍)1, , 3ଆଦି ସଂଖ୍ୟାର ଗଣନା ବା ହିସାବ—. Calculation of the figures or digits