ଅଙ୍କଧାରଣ Aṅkadhāraṇa

  • ସଂ. ବି. ( 6 ଷ୍ଠୀ ତତ୍) — ତ୍ରିଶୂଳ, ଶଙ୍ଖ; ଚକ୍ର, ଗଦା ଓ ପ୍ରଭୁଙ୍କ ନାମ ଆଦି ଚିହ୍ନିତ ମୁଦ୍ରାକୁ ଚଢ଼ାଇ କରି ଦେହରେ ଛାପିବା (ହିନ୍ଦି ଶବ୍ଦସାଗର) — Act of stamping the body with heated seals containing various figures of religious significance