ଅଙ୍କଧାରୀ Aṅkadhārī

  • ସଂ. ବି. ପୁଂ. (ଅଙ୍କ+ଧୃ ଧାତୁ+ଇନ୍; 1 ମା. 1 ବ) — ଯେ ଦେହରେ ତପ୍ତ ମୁଦ୍ରା ଛାପିଥାଏ; (ହିନ୍ଦି ଶବ୍ଦସାଗର) — (a person) Bearing on his body stamps of heated seals bearing different religious emblems