ଅଘମରଷଣ Aghamarashaṇa

  • ଦେ. (ପଦ୍ୟ) ବିଣ. ଓ ବି. — ଅଘମର୍ଷଣ (ଦେଖ) — Aghamarshaṇa (See)
  • ଦେ. (ପଦ୍ୟ) ବିଣ. ଓ ବି. — ସମ୍ପୂର୍ଣ୍ଣ ଅଘମରଷଣ, ସେ ପାଦେ ପଶିଲୁ ଶରଣ। ଜଗନ୍ନାଥ, ଭାଗବତ।