ଅଘମର୍ଷଣ Aghamarshaṇa
- ସଂ. ବିଣ. ( 6 ଷ୍ଠୀ ତତ୍; ଅଘ+ମର୍ଷଣ=ପାପର ନାଶକ) ପାପନାଶକ — Destroying sin; sin-effacing
- ସଂ. ବିଣ. ( 6 ଷ୍ଠୀ ତତ୍; ଅଘ+ମର୍ଷଣ=ପାପର ନାଶକ) ଯେଉଁ କର୍ମ ଦ୍ୱାରା ପାପ ଖଣ୍ଡିତ ହୁଏ — Expiatory
- ସଂ. ବି — ଭଗବାନ୍; ବିଷ୍ଣୁ — God; Bishṇu
- ସଂ. ବି — ବିଶ୍ୱାମିତ୍ରାଦି 13 ଜଣ ପ୍ରସିଦ୍ଧ ଋଷିଙ୍କ ମଧ୍ୟରୁ ଏକତମ — ବିଶ୍ୱାମିତ୍ରାଦି13ଜଣ ପ୍ରସିଦ୍ଧ ଋଷିଙ୍କ ମଧ୍ୟରୁ ଏକତମ— . Name of a famous Sage
- ସଂ. ବି — [ଦ୍ର—ଏ ଋଷି ଅଘମର୍ଷଣ ସୂକ୍ତର ଦ୍ରଷ୍ଟା ଥିଲେ; ଏ ମଧୁଚ୍ଛନ୍ଦସ ଋଷିଙ୍କ ପୁତ୍ର।]