ଅଘରକରଣା Agharakaraṇā

  • ଦେ. ବି — ଘରକରଣା ବା ଗୃହସ୍ଥ ଜନୋଚିତ କର୍ମାଦିରେ ଅପଟୁତା — Want of skill in house hold management
  • ଦେ. ବିଣ. ପୁଂ — ଯେଉଁ ବ୍ୟକ୍ତି ଘରକରଣାରେ ପଟୁ ନୁହେଁ — Not skilful in domestic management
  • ଦେ. ବିଣ. ପୁଂ — ଅଘରୁଆ (ଦେଖ) — Agharuā (See)