ଅଘର
- ଦେ. ବି. (ସଂ. ଅ ଓ ଗୃହ) — ହୀନକୂଳ, ନୀଚବଂଶ — A low family; a family of low social standing
- ଦେ. ବି. (ସଂ. ଅ ଓ ଗୃହ) — ଆପଣାଠାରୁ ନୀଚତର ବଂଶ; ଯେଉଁ ବଂଶ ସହିତ ବିବାହାଦି ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରିବ ନାହିଁ — A family of lower status
- ଦେ. ବିଣ — ଗୃହଶୂନ୍ୟ — Homeless
- ଦେ. ବିଣ — ବହି କକ୍ଷେ କରେ ଧରି ଶିଶୁ ବାମାବାର। ବୋଲନ୍ତି ଅଘରବଂଶୁ ହୋଇଲୁଁ ଅଘର। ଭଞ୍ଜ—ବୈଦେହୀଶବିଳାସ 36।33 । — ବହି କକ୍ଷେ କରେ ଧରି ଶିଶୁ ବାମାବାର ବୋଲନ୍ତି ଅଘରବଂଶୁ ହୋଇଲୁଁ ଅଘର ଭଞ୍ଜ—ବୈଦେହୀଶବିଳାସ3633