ଅଘଟଣି Aghaṭaṇi

  • ଗ୍ରା. ବି—(ଅ+ଘଟନ) — କୌଣସି ବିଷୟ ସ୍ଥିରୀକୃତ ହୋଇ ନ ଥିବା ଅବସ୍ଥା — Non-settlement
  • ଗ୍ରା. ବି—(ଅ+ଘଟନ) — ନ ମିଳିବା; ଅପ୍ରାପ୍ତି — Non-attainment; state of not getting a thing
  • ଗ୍ରା. ବି. ସ୍ତ୍ରୀ — ଅସୁନ୍ଦରୀ — Ugly (woman)