ଅଘଟା Aghaṭā
- ଦେ. ବିଣ — (ସଂ. ଅଘଟିତ)—ଅଘଟିତ; ଯାହା ଘଟି ନାହିଁ — Which has not happened
- ଦେ. ବିଣ — ଅସମ୍ଭବ — Improbable
- ଦେ. ବିଣ — ଯାହା ଘଟି ବା ମଇଳା ହୋଇ ନାହିଁ; ଯହିଁରେ ଘଟା ବା ମଇଳାଦାଗ ଲାଗି ନାହିଁ — Unsoiled
- ଦେ. ବିଣ — (ଯଥା—ଗୋଟିଏ ଅଘଟା ଲୁଗା ନ ହେଲେ ମୁଁ ଦାଣ୍ଡକୁ ଯିବି ନାହିଁ।)