ଅକାଟ ଶର Akāṭa ṡara

  • ଦେ. ବି. (ସଂ. ଅକାଟ୍ୟ+ଶରସ୍) — ଅମୋଘ ଶର — Unfailing arrow
  • ଦେ. ବି. (ସଂ. ଅକାଟ୍ୟ+ଶରସ୍) — ଯେଉଁ ଶରକୁ ଅନ୍ୟ ଶର କାଟି ନ ପାରେ।