ଅକାଟ Akāṭa
- ଦେ. ବିଣ. (ସଂ. ଅକାଟ୍ୟ) — ଅଖଣ୍ଡନୀୟ (ଯୁକ୍ତି)।
- ଦେ. ବିଣ. (ସଂ. ଅକାଟ୍ୟ) — ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଚ୍ଛେଦ୍ୟ ବା ଅଭେଦ୍ୟ (ଶରୀର) — Invulnerable (body)
- ଦେ. ବିଣ. (ସଂ. ଅକାଟ୍ୟ) — ଯେଉଁ ଶର ଅନ୍ୟ ଶରଦ୍ୱାରା କାଟି ହୋଇ ନ ପାରେ।
- ଦେ. ବିଣ. (ସଂ. ଅକାଟ୍ୟ) — ଅମୋଘ (ଅସ୍ତ୍ରାଦି) — Infallible; unfailing
- ଦେ. ବିଣ. (ସଂ. ଅକାଟ୍ୟ) — ବିନ୍ଧିବା ଶରମାନ ଯେ ହୋଇଲା ଅକାଟ। ସାରଳା ମହାଭାରତ, ଆଦି ।
- ଦେ. ବି — ଅକାଟୁ (ଦେଖ)
- ଦେ. ବି — ଅକାଟକୁ ଆଣ୍ଟରେ ଅଣ୍ଟାରେ ବାନ୍ଧିଲେ। କୃଷ୍ଣସିଂହ, ମହାଭାରତ, ସଭା।