ଅକାଟ ମୂଷା Akāṭa mūshā
- ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ବଡ଼ ପାର୍ବତୀୟ ମୂଷା। — A kind of mountain-mouse
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏମାନେ ପଥରକୁ ଦାନ୍ତରେ କାଟି ମାଟି ପରି ପଦାକୁ ଗାଳି ପକାଇ ସେହି ପଥର ଗାତରେ ବସା କରନ୍ତି। ଏ ମୂଷା ସହଜରେ ଧରା ପଡ଼େ ନାହିଁ। ଲୋକ ବିଶ୍ୱାସ କରନ୍ତି ଯେ, ଏ ମୂଷାକୁ ମାରି ଏହାର ହାଡ଼ ଖଣ୍ଡେ ଡେଉଁରିଆରେ ପୂରାଇ ଦେହରେ ବାନ୍ଧିଲେ ଦେହ ଅକାଟୁ ହୁଏ ଓ ଏହାର ମାଂସକୁ ଗର୍ଭଣାସଂକ୍ରାନ୍ତି ଦିନ ଖାଇଲେ ଦେହ ଅକାଟୁ ହୁଏ।]