ଅକାଖେଲ୍ Akākhel

  • ଦେ. ବି. (ନାମ) — ଭାରତର ଉତ୍ତର ପଶ୍ଚିମ ସୀମାନ୍ତର ବାହାରେ ଆଫଗାନିସ୍ଥାନରେ ବାସ କରୁଥିବା ମୁଷଳମାନ ଜାତିବିଶେଷ — Name of a predatory tribe of Mahomedans beyond the north western frontier of India
  • ଦେ. ବି. (ନାମ) — [ଦ୍ର—ଏମାନେ ଦଳବନ୍ଧ ହୋଇ ଭାରତର ଉତ୍ତରପଶ୍ଚିମ ସୀମାନ୍ତବର୍ତ୍ତୀ ଇଂରାଜଶାସିତ ରାଜ୍ୟକୁ ଲୁଣ୍ଠନ କରୁଥିଲେ। ବର୍ତ୍ତମାନ ଇଂରାଜମାନଙ୍କ କଟକଣାରେ ଏମାନଙ୍କ ଅତ୍ୟାଚାର ପୂର୍ବ ଅପେକ୍ଷା ଢେର କମି ଯାଇଅଛି।]