ଅକା Akā
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଅଜ୍ଞ; ପ୍ରା. ଅକା=ନିର୍ବୋଧ) — ନିର୍ବୋଧ; ଓଲୁ — Foolish; stupid
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଅଜ୍ଞ; ପ୍ରା. ଅକା=ନିର୍ବୋଧ) — କିଂକର୍ତ୍ତବ୍ୟବିମୂଢ଼ — Bewildered
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଅଜ୍ଞ; ପ୍ରା. ଅକା=ନିର୍ବୋଧ) — ଆତଙ୍କଯୁକ୍ତ — Astounded
- ଦେ. ବି. (ନାମ) (ପ୍ରା. ଅକା=ନିର୍ବୋଧ) — ଆସାମର ପାର୍ବତ୍ୟ ଅନାର୍ଯ୍ୟଜାତ ବିଶେଷ — Name of an Assamese hill tribe
- ଦେ. ବି. (ନାମ) (ପ୍ରା. ଅକା=ନିର୍ବୋଧ) — [ଦ୍ର—ଆର୍ଯ୍ୟମାନେ ଭାରତକୁ ଆସିବା ପୂର୍ବରୁ ଏମାନେ ଉତ୍ତରପୂର୍ବ ବାଟେ ଭାରତକୁ ପ୍ରବେଶ କରିଥିଲେ। କନ୍ଧ, କୋହ୍ଲ ଆଦିଙ୍କ ପରି ଏମାନେ ଅବଧି ଶିକ୍ଷା ଓ ସଭ୍ୟତାରେ ଅଗ୍ରସର ହୋଇ ନାହାନ୍ତି]