ଅକାଟ୍ୟ Akāṭya
- ସଂ. ବି. (ଅ+କାଟ୍ୟ) — ଅକର୍ତ୍ତନୀୟ; ଅଚ୍ଛେଦ୍ୟ — That which cannot be cut
- ସଂ. ବି. (ଅ+କାଟ୍ୟ) — ଯେଉଁ ଶରକୁ ଅନ୍ୟ ଅସ୍ତ୍ର କାଟି ପାରେ ନାହିଁ। — (arrow) Which cannot be cut short by any other weapon
- ସଂ. ବି. (ଅ+କାଟ୍ୟ) — ଅବିଭାଜ୍ୟ — Indivisible
- ସଂ. ବି. (ଅ+କାଟ୍ୟ) — ଅଖଣ୍ଡନୀୟ (ଯୁକ୍ତି; ପ୍ରମାଣ) — Irrefutable
- ସଂ. ବି. (ଅ+କାଟ୍ୟ) — ଅମୋଘ (ଔଷଧ; ଶର) — Infallible