ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 4
ଜଳଚର ପ୍ରାଣୀ ଏମୋନିଆକୁ କିପରି ନିଷ୍କାସିତ କରନ୍ତି?
ଜଳଚର ପ୍ରାଣୀ ଶରୀରରୁ ଉତ୍ପନ୍ନ ହେଉଥିବା ଏମୋନିଆକୁ ବିସରଣ ପ୍ରକ୍ରିୟା ଦ୍ୱାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ କରିଥାନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସଂକ୍ଷେପରେ ଉତ୍ତର ଦିଅ :ଶରୀରର ଅନ୍ତଃପରିବେଶ ବୃକ୍କ କିପରି ବଜାୟ ରଖିଥାଏ ?
- ବୃକ୍କର ଗଠନ ଏବଂ ମୂତ୍ର ସଂଗ୍ରହ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରନ୍ତୁ।
- ରେଚନ କ’ଣ ? ବୃକ୍କର ଅବସ୍ଥିତି ଓ ଗଠନ ଲେଖା
- ମାଲ୍ପିଝିଆନ୍ ପିଣ୍ଡ ବା କର୍ପସଲ୍ କିପରି ଗଠିତ?
- ସଂକ୍ଷେପରେ ଉତ୍ତର ଦିଅ : ସୁସ୍ଥ ବ୍ୟକ୍ତିର ମୂତ୍ର ଈଷତ୍ ହଳଦିଆ କାହିଁକି ? ମୂତ୍ରରେ କେଉଁ ଉପାଦାନ ଥିଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ ।