ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9

ଆର୍.ଏଲ୍.ଲିଣ୍ଡେମାନ୍ (R.L. Lindeman) କିଏ ଏବଂ ସେ କେଉଁ ନିୟମ ପ୍ରଣୟନ କରିଥିଲେ?

ଆର୍.ଏଲ୍.ଲିଣ୍ଡେମାନ୍ ଜଣେ ପରିବେଶବିତ୍। ସେ ୧୯୪୨ ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘ଦଶ ପ୍ରତିଶତ ନିୟମ’ (Ten per cent Rule) ପ୍ରଣୟନ କରିଥିଲେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ