ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9
ଜୈବପରିବର୍ଦ୍ଧନ (Biomagnification) କ'ଣ ଏବଂ ଏହା କିପରି ଶୀର୍ଷ ଭକ୍ଷକଙ୍କ ଉପରେ ପ୍ରଭାବ ପକାଇଥାଏ?
ଜୈବପରିବର୍ଦ୍ଧନ ହେଉଛି ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧି। ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲିର ବିଭିନ୍ନ ସ୍ତର ଦେଇ ଏହି ବିଷାକ୍ତ ପଦାର୍ଥ ଶୀର୍ଷ ଭକ୍ଷକଠାରେ ପହଞ୍ଚିଲା ବେଳକୁ ଏହାର ପରିମାଣ ବହୁଗୁଣିତ ହୋଇଯାଇଥାଏ ଏବଂ ପ୍ରାଣୀର ସହନଶକ୍ତିର ବାହାରକୁ ଚାଲିଗଲେ ରୋଗ ସୃଷ୍ଟି ହୁଏ।