ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 4

ମାଲ୍‌ପିଝିଆନ୍ ପିଣ୍ଡ (Malpighian body) କିପରି ଗଠିତ ଏବଂ ଏହାର ନାମ କାହା ନାମରେ ନାମିତ?

ଗ୍ଲୋମେରୁଲସ୍ ଏବଂ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି ମାଲ୍‌ପିଝିଆନ୍ ପିଣ୍ଡ ଗଠନ କରନ୍ତି। ଏହାର ନାମ ମାର୍ସେଲୋ ମାଲ୍ପିଘି (Marcelo Malpighi)ଙ୍କ ନାମରେ ନାମିତ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ