ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 4
ମୂତ୍ରାଶୟ କାହିଁକି ଏବଂ କେଉଁ ପ୍ରକ୍ରିୟାରେ ମୂତ୍ରକୁ ନିଷ୍କାସନ କରେ?
ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରହେ। ପରିସ୍ରା କଲାବେଳେ ଏହି ମୂତ୍ର ମୂତ୍ରମାଗ ଦେଇ ଶରୀରରୁ ନିଷ୍କାସିତ ହୋଇଥାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଉଦ୍ଭିଦରେ ରେଚନ’ର ଏକ ବିବରଣୀ ଦିଆ
- ପ୍ରତ୍ୟେକ ବୃକ୍କରେ କେତୋଟି ନେଫ୍ରନ୍ ବା ବୃକ୍କୀୟ ନଳିକା ରହିଥାଏ?
- ସଂକ୍ଷେପରେ ଉତ୍ତର ଦିଅ :ଶରୀରର ଅନ୍ତଃପରିବେଶ ବୃକ୍କ କିପରି ବଜାୟ ରଖିଥାଏ ?
- ବୃକ୍କ ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ କେଉଁ କେଉଁ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରେ ଏବଂ ଏହାର ଅନ୍ୟ କେଉଁ କେଉଁ କାର୍ଯ୍ୟ ରହିଛି ବର୍ଣ୍ଣନା…
- ମାଲ୍ପିଝିଆନ୍ ପିଣ୍ଡ ବା କର୍ପସଲ୍ କିପରି ଗଠିତ?