ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3
ଗଡ଼ଜାତ ପ୍ରଜାମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ କେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା?
ଗଡ଼ଜାତ ପ୍ରଜାମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ଗଡ଼ଜାତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ଶାସନ ଅନୁରୂପ କରିବାର ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ଗଡ଼ଜାତଗୁଡ଼ିକୁ ସାମିଲ କରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରି ତେରଟି ଜିଲ୍ଲାର ସୃଷ୍ଟି କରାଗଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଉପଗ୍ରହର ପ୍ରେରଣ ଏବଂ ଏହାର ଉପଯୋଗ ବିଷୟରେ ବର୍ଣ୍ଣନା କର ।
- ମହାରାଜା ହରିସିଂହ କାଶ୍ମୀରକୁ ସ୍ୱାଧୀନ ରଖିବାକୁ ମତ ପୋଷଣ କଲେ କିନ୍ତୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ ଅବଦୁଲ୍ଲା ଏହି ମତକୁ ପ୍ରତ୍ୟାଖ୍ୟାନ କଲେ। ଏହି ପରିସ୍ଥିତିରେ…
- ପ୍ରଥମ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ କେଉଁ ସମୟ ମଧ୍ୟରେ ଥିଲା ଏବଂ ଏଥିରେ କେଉଁ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା?
- ୧୯୬୨ର ଚୀନ–ଭାରତ ଯୁଦ୍ଧ ଭାରତୀୟମାନଙ୍କୁ କିପରି ସତର୍କ କରାଇ ଦେଇଥିଲା?
- ଭାରତରେ ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ପାଇଁ କେଉଁ ପ୍ରୟାସ କରାଗଲା ଏବଂ ଏହାର ପ୍ରଭାବ କଣ?