ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3

ସ୍ୱାଧୀନତା ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର କଣ ଥିଲା ଏବଂ ଏଥିରେ କେଉଁ ପ୍ରକାରର ଅର୍ଥନୀତିର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା?

ସ୍ୱାଧୀନତା ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା ‘ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି’। ଏଥିରେ ସରକାରୀ ଓ ବେସରକାରୀ ଉଦ୍ୟୋଗକୁ ସମାନ ସୁଯୋଗ ପ୍ରଦାନ କରି ଏକ ପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ