ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3
ସ୍ୱାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ କେଉଁ କେଉଁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା?
ସ୍ୱାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ଆତ୍ମନିର୍ଭରଶୀଳତା, ଆମଦାନୀ ହ୍ରାସ କରି ଓ ବ୍ୟାବସାୟିକ ସନ୍ତୁଳନ ବଜାୟ ରଖିବା, ଦ୍ରୁତ ଶିଳ୍ପାୟନ, ଜମିଦାରୀ ପ୍ରଥା ଉଚ୍ଛେଦ କରି ଭୂସଂସ୍କାର କାର୍ଯ୍ୟକାରୀ କରିବା ଏବଂ ବିପୁଳ ଜନସମ୍ବଳକୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ପରି ପଦକ୍ଷେପ ନେବାର ଆବଶ୍ୟକତା ଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସପ୍ତମ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ କ’ଣ ଥିଲା?
- ପ୍ରଥମ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ବିବରଣା ଏବଂ ଏହି ଯୋଜନା କାଳରେ କେଉଁ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ଲେଖ।
- ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା?
- ନୀଳଗିରି ଦଖଲ ଏବଂ ଗଡ଼ଜାତ ରାଜ୍ୟଗୁଡ଼ିକର ସଭା ସଂଗଠନ ସମ୍ବନ୍ଧରେ ଓଡ଼ିଶା ସରକାର ଏବଂ ଭି.ପି. ମେନନଙ୍କ ଭୂମିକା ବର୍ଣ୍ଣନା କରନ୍ତୁ ।
- ଆର୍ଥନୀତିକ ଉଦାରୀକରଣର ଦୁଇଟି ମୁଖ୍ୟ ଦିଗ କ’ଣ?